Headlines Odisha Tv

An Odia News Portal

ପୁଣି ଏକ ଲଘୁଚାପ

ଭୁବନେଶ୍ୱର ,ନଭେମ୍ବର 25 : ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ସମ୍ଭାବନା ସୃଷ୍ଟି ହୋଇଛି । ୨୯ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ବାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୁଚନା ମିଳିଛି ।ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ –ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ନେଇ ଅନୁମାନ କରାଯାଉଛି । ଏନେଇ ଚେନ୍ନାଇ ଆଚଂଳିକ ପାଣିପାଗ ବିଭାଗ ପକ୍ଷରୁ ସୁଚନା ମିଳିଛି । ତେବେ ଏହି ଲଘୁଚାପ ପ୍ରଭାବରେ ଅନେକ ସ୍ଥାନରେ ବର୍ଷା ସହ ଘଡ଼ିଘଡ଼ି ହେବାର ସମ୍ଭାବନା ରହିଛି ।

You may have missed

1 min read
1 min read