ଭୁବନେଶ୍ୱର ୦୧।୦୬: ଜଳ ଭିତରେ ଯୋଗ। ଭାସମାନ ଅବସ୍ଥାରେ ଯୋଗ ସହ ପାଣିରେ ନ ବୁଡିବାର କଳା କୌଶଳ ତାଲିମ ନେଲେ ଓଡ୍ରାଫ ଯବାନ । ସପ୍ତମ ବାଟାଲିୟନ ପରିସରରେ ଓଡ୍ରାଫ ଯବାନ ମାନଙ୍କୁ ତାଲିମ ପ୍ରଦାନ କରିଛନ୍ତି ଜଳ ଯୋଗ ପ୍ରଶିକ୍ଷକ ଅଶୋକ ବରାଳ । ଏହାସହ ପାଣି ଭିତରେ ସୂର୍ଯ୍ୟ ନମସ୍କାର, ପଦ୍ମାସନ, ପାଣି ଭିତରେ ଭାସମାନ ଅବସ୍ଥାରେ ଜାତୀୟ ସଙ୍ଗୀତ ଗାନ କରି ଦେଶ ମାତୃକର ବନ୍ଦନା କରିଛନ୍ତି । ଜୁନ ୨୧ରେ ଅନ୍ତର୍ଜାତୀୟ ଯୋଗ ଦିବସ ନେଇ ପ୍ରସ୍ତୁତି କରିଛନ୍ତି।
More Stories
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁ
ଲଗାଣ ବର୍ଷାରେ ଭାଙ୍ଗିଲା ୧୫ରୁ ଅଧିକ ଘର,କ୍ଷତିଗ୍ରସ୍ତ ପରିବାରଙ୍କୁ ରନ୍ଧାଖାଦ୍ୟ ବଣ୍ଟନ