ବାଲେଶ୍ୱର ରୁ ଧିରେ ଶ୍ ଚନ୍ଦ୍ର ବେହେରା ; ଓଡିଶା ସରକାରଙ୍କ ବିଦ୍ୟୁତ ସେବାକୁ ଅଧିକ ଦୃଢ଼ୀଭୂତ କରିବା ପାଇଁ ଅନନ୍ତପୁର ଷ୍ଟ୍ରକଚର ଠାରେ 1.6MVA ଟ୍ରାନ୍ସଫର୍ମର ହଟାଇ 3.15MVA ଟ୍ରାନ୍ସଫର୍ମର ସ୍ଥାପିତ କରିବାକୁ ବହୁ ଦିନର ଦାବି ଆଜି ପୁରଣ ହୋଇଥିବାରୁ ଜନସାଧାରଣଙ୍କ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ଯଶଙ୍କର ମିଶ୍ର ଏବଂ ଟାଟା ପାୱାର କୁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରିଥିଲେ ମାନ୍ୟବର ବିଧାୟକ ପର୍ଶୁରାମ ଧଡା ।ଏଥି ସହିତ ନେସ୍କୋ କର୍ମଚାରୀଙ୍କ ସହ ଜନସାଧାରଣ ଉପସ୍ଥିତ ଥିଲେ।
More Stories
ଲଗାଣ ବର୍ଷାରେ ଭାଙ୍ଗିଲା ୧୫ରୁ ଅଧିକ ଘର,କ୍ଷତିଗ୍ରସ୍ତ ପରିବାରଙ୍କୁ ରନ୍ଧାଖାଦ୍ୟ ବଣ୍ଟନ
ବହୁ ଚର୍ଚ୍ଚିତ ନଦୀରୁ ଇନ୍ଦୁପୁର ନଦୀ ପୋଲ୍ହ ରୁ ପେଲି ମାରିଦେବା ଘଟଣାରେ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ନିକିରାଇ ପୋଲିସ l