ଧର୍ମଗଡ଼ ୨୨।୦୩ : ସୁନା ଅଳଙ୍କାର ଦୋକାନରୁ ଲୁଟ୍ । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରା ଗାଁରୁ ଏହି ଲୁଟ୍ ହୋଇଛି । ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ । ଖବର ଅନୁଯାୟୀ, ମଙ୍ଗଲମ ଜୁଏଲାର୍ସ ନାମକ ଏକ ଦୋକାନରୁ ସୋମବାର ରାତିରେ ଲୁଟ୍ ହୋଇଛି । ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନା ସହିତ ୧୫ କେଜି ରୂପା ଲୁଟିନେଲେ ଦୁର୍ବୁତ୍ତ । ଏନେଇ ଦୋକାନ ମାଲିକା ପିଣ୍ଟୁ ଆଚାରି କୋକସରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୁନା ଦୋକାନରୁ ଲୁଟିନେଲେ ଲୁଟେରା

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ