ଭୁବନେଶ୍ୱର ୦୬/୦୮: PPLରେ ୨୫ ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲା । ଚର୍ଚ୍ଚିତ ମିଶ୍ରଙ୍କୁ କୋର୍ଟ ଚାଲାଣ କଲା ସିବିଆଇ । ସ୍ପେଶାଲ କୋର୍ଟରେ ହାଜର କଲା ସିବିଆଇ । ଲାଞ୍ଚ କାରବାରରେ ଆଜି ସିବିଆଇରେ ହାଜର ହୋଇଥିଲେ ଚର୍ଚ୍ଚିତ ମିଶ୍ର । ମାମଲାରେ ତାଙ୍କ ତାଙ୍କ ନା ଥିବାରୁ ସେ ନିଜେ ରାତି ୪ଟାରେ ହାଜର ହୋଇଥିଲେ । ଦୀର୍ଘସମୟ ଜେରା ପରେ ତାଙ୍କପ ବାନ୍ଧିଥିଲା ସିବିଆଇ । ଏବେ ପୁଣିଥରେ ମହିମା ମିଶ୍ର ଓ ତାଙ୍କ ବଡ ପୁଅ ମଧ୍ୟ ଚନ୍ଦନ ମିଶ୍ର ସିବିଆଇରେ ହାଜର ହୋଇଛନ୍ତି । ସିବିଆଇର ନୋଟିସ ପାଇ ସିବିଆଇରେ ହାଜର ହୋଇଛନ୍ତି ଉଭୟ । ସୂଚନା ଥାଉକି, ଗତକାଲି ୨୦ ଘଣ୍ଟା ଜେରାର ସମ୍ମୁଖୀନ ହୋଇଥିଲେ ମହିମା ମିଶ୍ର । ଦୀର୍ଘସମୟର ମାରାଥନ ଜେରା ପରେ ତାଙ୍କୁ ଛାଡିଥିଲା ସିବିଆଇ । ଏବେ ପୁଣିଥରେ ସେ ସିବିଆରେ ହାଜର ହୋଇଛନ୍ତି ।
ସିବିଆଇରେ ହାଜର ହେଲେ ମହିମା ମିଶ୍ର ଓ ବଡପୁଅ, ସାନ ପୁଅ ଚର୍ଚ୍ଚିତ ମିଶ୍ର କୋର୍ଟ ଚାଲାଣ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ