ମୁମ୍ଵାଇ ୦୨।୧୧: ସାଧାରଣତ ମୁସଲମାନ ଦେଶଗୁଡ଼ିକରେ ବହୁତ ନିୟମ କାନନୁନ୍। ଏମିତିରେ ମହିଳାଙ୍କ ଉପରେ ଅନେକ ପ୍ରତିବନ୍ଧକ ଥାଏ। ଏବେ ପୁରୁଷଙ୍କ ଉପରେ ବି ନିୟମ ଗଢାଯାଇଛି। କିନ୍ତୁ ଏହା ପ୍ରତ୍ୟେକ ଦେଶରେ ଆବଶ୍ୟକ ନୁହେଁ । ଅନେକ ମୁସଲମାନ ଦେଶ ଏହିପରି ରକ୍ଷଣଶୀଳ ଚିନ୍ତାଧାରାକୁ ଭାଙ୍ଗି ଆଗକୁ ବଢୁଛି। ହେଲେ ସେଥିମଧ୍ୟରୁ ଏକ ଦେଶ ହେଉଛି ସାଉଦି ଆରବ। ଏହାକୁ ବିଶ୍ଵରେ ଇସଲାମର କେନ୍ଦ୍ର କୁହାଯାଏ। ଏହା ଅନ୍ୟ ମୁସଲମାନ ଦେଶ ପରି କଟ୍ଟରପନ୍ଥୀ ନୁହେଁ । କିନ୍ତୁ ସୋମବାର ଠାରୁ ସୋସିଆଲ ମିଡିଆରେ ଏଭଳି କିଛି ଫଟୋ ସାମ୍ନାକୁ ଆସିଛି। ଯାହା ଅନ୍ୟ ମୁସଲମାନ ଦେଶମାନଙ୍କରେ ଏହାକୁ ନେଇ ହଙ୍ଗାମା ସୃଷ୍ଟି କରିଛି।
ସାଉଦି ଆରବରେ ପ୍ରଥମ ଥର ହାଲୋଏନ ପାର୍ଟି

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ