ନୂଆଦିଲ୍ଲୀ ୨୮।୦୬ : ସରବଜିତ ସିଂଙ୍କ ଭଉଣୀ ଦଲବୀର କୌରଙ୍କ ପରଲୋକ । ଶନିବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ପ୍ରାୟତଃ ୬୦ ବର୍ଷ ବୟସ ହୋଇଥିଲା । ସରବଜିତଙ୍କ ଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ସରବଜିତ’ ୨୦୧୬ ରେ ଆସିଥିଲା ଯେଉଁଥିରେ ରଣଦୀପ ହୁଡା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ଐଶ୍ବର୍ଯ୍ୟା ରାୟ ଦଲବୀର କୌରଙ୍କ ଭୂମିକାରେ ଅଭିନୟ କରିଥିଲେ। ସରବଜିତ୍ଙ୍କୁ ଗୁପ୍ତଚର ଅଭିଯୋଗରେ ପାକିସ୍ତାନ ଜେଲରେ ବନ୍ଦୀ କରାଯାଇଥିଲା ସେଠାରେ ତାଙ୍କର ମୃତ୍ୟୁ ବରଣ ହୋଇଥିଲା ।
ସରବଜିତ୍ ସିଂଙ୍କ ଭଉଣୀ ଦଲବୀରଙ୍କୁ ମୁଖାଗ୍ନୀ ଦେଲେ ଅଭିନେତା ରଣଦୀପ ହୁଡ୍ଡା, ସେୟାର କଲେ ଭାବପ୍ରବଣ ପୋଷ୍ଟ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଆଜିଠାରୁ ଦୁଗ୍ଧ ଦର ଲିଟର୍ପିଛା ୩ ଟଙ୍କା ବୃଦ୍ଧି କଲା ‘ଅମୂଲ’