ପୁରୀ ୦୧।୦୩: ଯୁଦ୍ଧ କୌଣସି ସମସ୍ୟାର ସମାଧାନ ନୁହେଁ । ଶାନ୍ତି ବିରାଜମାନ କରିବା ଦରକାର । ବିଶ୍ୱଶାନ୍ତି ଆମର କାମ୍ୟ । ମହାଶିବରାତ୍ରି ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ବାଲୁକାକଳା ନିର୍ମାଣ କରିଛନ୍ତି । ୟୁକ୍ରେନ-ଋଷ ଯୁଦ୍ଧ ଅବସରରେ ବାଲୁକା ଶିଳ୍ପୀ ଆମେ ଶାନ୍ତି ଚାହୁଁ ବୋଲି ବାର୍ତ୍ତା ଦେଇଛନ୍ତି । ଏକ ଶିବ ଲିଙ୍ଗ ସହ ମହାଦେବଙ୍କ ମୂର୍ତ୍ତି ନିର୍ମାଣ କରିଛନ୍ତି । ଏହି ବାଲୁକାକଳାରେ ୨୩ହଜାର ୪୩୬ ରୁଦ୍ରାକ୍ଷ ସ୍ଥାପନ ହୋଇଛି । ବାଲୁକାକଳାଟି ଅତ୍ୟନ୍ତ ଆକର୍ଷଣୀୟ ହୋଇଛି ।
ରୁଦ୍ରାକ୍ଷରେ ସ୍ଥାପନ ହେଲା ମହାଦେବଙ୍କ ମୂର୍ତ୍ତି

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ