ନୂଆଦିଲ୍ଲୀ, ଅଗଷ୍ଟ ୧୨ : କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ୬.୫ କୋଟି ସବ୍ସକ୍ରାଇବରଙ୍କୁ ଖୁବ ଶୀଘ୍ର ଭଲ ଖବର ମିଳିପାରେ । ଇପିଏଫ ଅଳ୍ପ ଦିନ ମଧ୍ୟରେ ନିଜର ହିତାଧିକାରୀଙ୍କ ଖାତାରେ ୮.୫ ପ୍ରତିଶତ ସୁଧ ଦେଇପାରେ । ଇପିଏଫଓ ଏକ ଟୁଇଟ ଜରିଆରେ ଏହି ସୂଚନା ଦେଇଛି । ଟୁଇଟରରେ ୟୁଜର୍ସଙ୍କ ପ୍ରଶ୍ନରେ ଇପିଏଫଓ ଉତ୍ତର ଦେଇ କହିଛି ଯେ, ଏହାର ପ୍ରକିୟା ଜାରି ରହିଛି । ଖୁବ ଶୀଘ୍ର ଏହି କାମ ହୋଇଯିବ । ଇପିଏଫଓ କହିଛି ଯେ, ଆକାଉଣ୍ଟରେ ଯେତେବେଳେ ବି ସୁଧ ରାଶି କ୍ରେଡିଟ କରାଯିବ, ଏହା ଏକକାଳୀନ କରାଯିବ । ମାତ୍ର ଇପିଏଫ ଏହି ଟୁଇଟରେ କହି ନାହିଁ ଯେ, କାମ କେବେଠାରୁ ହେବ । ସୂଚନାଯୋଗ୍ୟ, ମୋଦୀ ସରକାର ଆର୍ଥିକ ବର୍ଷ ୨୦୨୦-୨୧ରେ ୮.୫ ପ୍ରତିଶତ ସୁଧକୁ ମଂଜୁରି ଦେ
More Stories
ଲଗାଣ ବର୍ଷାରେ ଭାଙ୍ଗିଲା ୧୫ରୁ ଅଧିକ ଘର,କ୍ଷତିଗ୍ରସ୍ତ ପରିବାରଙ୍କୁ ରନ୍ଧାଖାଦ୍ୟ ବଣ୍ଟନ
ବହୁ ଚର୍ଚ୍ଚିତ ନଦୀରୁ ଇନ୍ଦୁପୁର ନଦୀ ପୋଲ୍ହ ରୁ ପେଲି ମାରିଦେବା ଘଟଣାରେ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ନିକିରାଇ ପୋଲିସ l