ପୁରୀ ୦୭/୧୧: ପୁରୀରେ ହବିଷ୍ୟାଳୀଙ୍କୁ ମାଡ । ପୋଲିସ ମାଡରେ ଗୁରୁତର ହେଲେ ମହିଳା । ପଞ୍ଚୁକରେ ହବିଷ୍ୟାଳୀଙ୍କୁ ମାଡି ମାରିଛନ୍ତି ପୋଲିସ । ମହାକାର୍ତ୍ତିକ ଧାର୍ମିକ ମାସ ପଞ୍ଚୁକରେ ଭକ୍ତଙ୍କୁ ଆକ୍ରମଣ କରିଛି ପୋଲିସ । ଶ୍ରୀମନ୍ଦିର ଜଗମୋହନ ଭିତରେ ହବିଷ୍ୟାଳୀଙ୍କୁ ମାଡ ମାରିଛନ୍ତି ପୋଲିସ । ପୋଲିସ ମାଡରେ ଜଣେ ହବିଷ୍ୟାଳୀଙ୍କ ମୁଣ୍ଡ ଫାଟିଛି । ଗୁରୁତର ମହିଳା ଭକ୍ତ ଜଣଙ୍କ ବ୍ରହ୍ମପୁର ଅଞ୍ଚଳର ମାଧୁରୀ ଦାସ । ତାଙ୍କୁ ଗୁରୁତର ଅବସ୍ଥାରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ପୋଲିସ ମାଡରେ ହବିଷ୍ୟାଳୀଙ୍କ ଫାଟିଲା ମୁଣ୍ଡ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ