ଝାରସୁଗୁଡ଼ା, ୧୧/୦୮: ପିଥିଣ୍ଡା ଗ୍ରାମରେ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୪୮କୁ ପହଂଚିଥିବା ସୂଚନା ଦେଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡୋଳାମଣି ପଟେଲ l ସେହିପରି ବାଦିମାଲ ଗ୍ରାମର ସ୍ଥିତି ନିୟନ୍ତ୍ରଣରେ ରହିଥିବା ସୂଚନା ଦେଇଛନ୍ତି ଶ୍ରୀ ପଟେଲ l ଅନ୍ୟପଟେ ଆଜି ଝାଡାବାନ୍ତି ଆକ୍ରାନ୍ତ ଥିବା ଉଭୟ ଗାଁ ପିଥିଣ୍ଡା ଓ ବାଦିମାଲକୁ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡୋଲାମଣି ପାଟେଲ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ଲଖନପୁର ତହସିଲଦାର, ଜିଲ୍ଲାପରିଷଦ ସନତ ସିଂ ପ୍ରମୁଖ ଯାଇ ସ୍ଥିତି ପରଖିଛନ୍ତି l
ପିଥିଣ୍ଡା ଗ୍ରାମରେ ବଢ଼ିଚାଲିଛି ଝାଡା-ବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା, ୪୮କୁ ବୃଦ୍ଧି ପାଇଥିବା ସୂଚନା

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ