ପାରାଦ୍ୱୀପ ୦୭/୧୧: ପାରାଦୀପ ଭୂତମୁଣ୍ଡାଇ ପୋଲ ଉପରେ ଜଳିଗଲା ଟ୍ରକ୍ । ପାରାଦୀପରୁ ଚଣ୍ଡୀଖୋଲ ଅଭିମୁଖେ ଯାଉଥିବା ବେଳେ ଟ୍ରକ୍ ଟିରେ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ତେବେ ଏହି ଅଗ୍ନିକାଣ୍ଡର କାରଣ କଣ ତାହା ଅସ୍ପଷ୍ଟ ରହିଛି । ଭୋର୍ ସମୟରୁ ଟ୍ରକ୍ଟି ଯାଉଥିବାବେଳେ ଏହି ଘଟଣା ଘଟିଛି । ଦଶ ଚକିଆ ଟ୍ରକ୍ରେ ନିଆଁ ଲାଗିଥିଲା ବେଳେ ଏହାର ଡ୍ରାଇଭର ଓ ହେଲପର ଫେରାର୍ ହୋଇଯାଇଛନ୍ତି । ଗାଡିଟିର କେବିନଟି ସମ୍ପୂର୍ଣ୍ଣ ରୂପେ ଜଳି ଯାଇଥିବା ଦେଖିବାକୁ ମିଳିଛି ।
ପାରାଦୀପ-ଭୂତମୁଣ୍ଡାଇ ପୋଲ ଉପରେ ଅଘଟଣ, ଜଳିଗଲା ଟ୍ରକ୍

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ