ନାଇଜେରିଆ : ନାଇଜେରିଆରେ ବୋମା ବିସ୍ଫୋରଣରେ ୨୭ ମୃତ । ବୋମା ବିସ୍ଫୋରଣରେ ଅନେକ ଲୋକ ଆହତ ହୋଇଛନ୍ତି । ଘଟଣାଟି ମଧ୍ୟ ନାଇଜେରିଆରରେ ହୋଇଛି। ପୋଲିସ ବୋମା ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିଚୟ ଏଯାଏଁ ପାଇନାହିଁ । ପୋଲିସ ସୂଚନା ମୁତାବକ, ନାଇଜେରିଆ ବୋମା ବିସ୍ଫୋରଣରେ ୨୭ ଜଣ ମୃତ୍ୟୁବରଣ କରିଛନ୍ତି । ଅନେକ ଲୋକ ଆହତ ହୋଇଥିବା ଖବର ମିଳିଛି। ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି ।ବୋମା ବିସ୍ଫୋରଣରେ ଆହତ ହୋଇଥିବା ସମସ୍ତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ମଧ୍ୟ ନାଇଜେରିଆରେ ଏହି ବିସ୍ଫୋରଣ ହୋଇଛି ।
ନାଇଜେରିଆରେ ବୋମା ବିସ୍ଫୋରଣ: ୨୭ ମୃତ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ