ବଲାଙ୍ଗୀର ୨୯।୦୮: ନୁଆଁଖାଇ ପୂର୍ବରୁ ଅପରାଧୀ ସକ୍ରିୟ । ଦୁଇ ଜଣ ଯୁବକ ସିରିଜ ଆକ୍ରମଣ କରି ଲୋକଙ୍କ ଠାରୁ ଲୁଟ୍ ପାଟ୍ କରିଛନ୍ତି l ବଲାଙ୍ଗୀର ଇନ୍ଦ୍ରାନଗର ନୂତନ ବସ୍ ଟାର୍ମିନାଲ ସମ୍ମୁଖରେ ଏହି ଘଟଣା ଘଟିଛି । ତେବେ ଦୁଇ ଜଣ ଯୁବକ ଭୁଜାଲି ମାରଣାସ୍ତ୍ର ଧରି ଲୋକଙ୍କୁ ଆକ୍ରମଣ କରିଥିବା ସୂଚନା ମିଳିଛି l ଘଟଣାରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ଭୀମ ଭୋଇ ମେଡିକାଲର କର୍ମଚାରୀ ହୋଇଥିବା ସୂଚନା ମିଳିଛି l ଉଭୟଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଦୁଇ ଜଣଙ୍କୁ ଭୁଜାଲିରେ ଆକ୍ରମଣ କରି ଲୁଟ୍, ପୋଲିସର ତଦନ୍ତ ଜାରି

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ