ନୂଆଦିଲ୍ଳୀ ୨୨।୦୩ : ରାହୁଲ ମହାଜନଙ୍କ ପୂର୍ବତନ ପତ୍ନୀ ଡିମ୍ପି ଗାଙ୍ଗୁଲି ତୃତୀୟ ଥର ପାଇଁ ମା ହେବାକୁ ଯାଉଛନ୍ତି। ଏହି ଖୁସି ଖବରକୁ ଡିମ୍ପି ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଘୋଷଣା କରିଛନ୍ତି । ରୋହିତ ରୟଙ୍କ ଠାରୁ ଡିମ୍ପିଙ୍କର ଦୁଇଟି ସନ୍ତାନ ଅଛି। ସୋସିଆଲ ମିଡିଆରେ ଡିମ୍ପି ତାଙ୍କ ଦୁଇ ପିଲାଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରିବା ସହ ସୁନ୍ଦର କ୍ୟାପସନ୍ ମଧ୍ୟ ଲେଖିଛନ୍ତି । କହିବାକୁ ରାହୁଲ ମହାଜନଙ୍କ ଠାରୁ ଛାଡପତ୍ର ନେବା ପରେ ଡିମ୍ପି ତାଙ୍କ ଘନିଷ୍ଠ ବନ୍ଧୁ ରୋହିତଙ୍କୁ ବିବାହ କରିଥିଲେ ।
ତୃତୀୟ ଥର ପାଇଁ ମାଆ ହେବେ ଡିମ୍ପି ଗାଙ୍ଗୁଲି

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ