ଢେଙ୍କାନାଳ : କାଦୁଅରେ ଖେଳୁଛନ୍ତି ହାତୀ । ପ୍ରଚଣ୍ଡ ତାତିରୁ ରକ୍ଷା ପାଇବା ପାଇଁ କାଦୁଅରେ ଖେଳୁଛନ୍ତି ହାତୀ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜର ଘଞ୍ଚ ଜଙ୍ଗଲରେ ହାତୀ କାଦୁଅରେ ଖେଳୁଥିବାର ଭିଡ଼ିଓ ବନବିଭାଗ ରେକର୍ଡ କରିଛି । ଦିନରେ ପ୍ରବଳ ଖରାରୁ ରକ୍ଷା ପାଇବା ପାଇଁ ଏଭଳି କରୁଛନ୍ତି ହାତୀ। କିଛି ସମୟ କାଦୁଅରେ ଖେଳିବା ପରେ ପୁଣି ଜଙ୍ଗଲକୁ ଚାଲିଯାଇଥିଲେ ।
ତାତିରୁ ରକ୍ଷା ପାଇବା ପାଇଁ କାଦୁଅରେ ଖେଳୁଛନ୍ତି ହାତୀ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ