ନୂଆଦିଲ୍ଲୀ, ଅଗଷ୍ଟ୦୬ : ଡ୍ରାଇଭିଂ ଲାଇସେନ୍ସକୁ ନେଇ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ବର୍ତ୍ତମାନ କାର କମ୍ପାନୀ, ଅଟୋମୋବାଇଲ୍ ଆସୋସିଏସନ୍ ଏବଂ ଏମଜିଓକୁ ମଧ୍ୟ ଡ୍ରାଇଭିଂ ଟ୍ରେନିଂ ସେଣ୍ଟର ଖୋଲିବାକୁ ଅନୁମତି ମିଳିବ । ତେବେ ଏହି ସବୁ ସଂସ୍ଥା ଡ୍ରାଇଭିଂ ପ୍ରଶିକ୍ଷଣ ପୂରା କରିଥିବା ଲୋକଙ୍କୁ ଜାରି କରିପାରିବେ ଡିଏଲ୍ । ଏହାସହିତ ଲର୍ଣ୍ଣି ଲାଇସେନ୍ସ ପାଇଁ ଲୋକଙ୍କୁ ଆଉ ପରିବହନ କାର୍ଯ୍ୟାଳୟକୁ ଦୌଉଡିବାକୁ ପଡିବ ନାହିଁ । ହେଲେ ଗାଡିର ପଞ୍ଜିକରଣ ପାଇଁ ଆରଟିଏ କାର୍ଯ୍ୟାଳୟକୁ ଯିବାକୁ ପଡିବ । ଏନେଇ ନୋଟିସ ଜାରି କରିଛି କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ । ପୂର୍ବପରି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟୀରେ ଡିଏଲ୍ କରିପାରିବେ ।
More Stories
ଲଗାଣ ବର୍ଷାରେ ଭାଙ୍ଗିଲା ୧୫ରୁ ଅଧିକ ଘର,କ୍ଷତିଗ୍ରସ୍ତ ପରିବାରଙ୍କୁ ରନ୍ଧାଖାଦ୍ୟ ବଣ୍ଟନ
ବହୁ ଚର୍ଚ୍ଚିତ ନଦୀରୁ ଇନ୍ଦୁପୁର ନଦୀ ପୋଲ୍ହ ରୁ ପେଲି ମାରିଦେବା ଘଟଣାରେ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ନିକିରାଇ ପୋଲିସ l