Headlines Odisha Tv

An Odia News Portal

ଘରକୁ ଫେରିବା ନେଇ ଘୋଷଣା କରିପାରନ୍ତି ଚାଷୀ

ବିଧେୟକକୁ ସୋମବାର ରାଜ୍ୟସଭାରେ ଉପସ୍ଥାପନା କରାଯାଇପାରେ। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ କୃଷି ଆଇନ ନିଷ୍କ୍ରିୟ ବିଧେୟକ-୨୦୨୧କୁ ଲୋକସଭାରେ ବିଚାର କରାଯିବା ପାଇଁ ତାଲିକା ପ୍ରସ୍ତୁତି ହୋଇଛି।ସୂତ୍ର ଅନୁସାରେ ଲୋକସଭାରେ ବିଧେୟକ ଗୃହୀତ ହେବା ପରେ ଏହାକୁ ସଂସଦର ଉପର ଗୃହକୁ ପଠାଯିବ। ଅନ୍ୟପଟରେ ଚାଷୀ ଆନ୍ଦୋଳନକୁ ନେଇ ମଧ୍ୟ ବଡ଼ ଖବର ଆସିପାରେ। ଚାଷୀ ଆନ୍ଦୋଳନରେ ସାମିଲ ସିଂଘୁ ସୀମାରେ ଆଜି ଜରୁରୁୀକାଳୀନ ବୈଠକ କରିବେ। ପୂର୍ବାହ୍ନ ୧୧ଟାରେ ଏହି ବୈଠକର ଆୟୋଜନ ହେବ ଏବଂ ଚାଷୀମାନେ ଘରକୁ ଫେରିବା ନେଇ ଘୋଷଣା ହୋଇପାରେ।