କାମାକ୍ଷାନଗର ୦୯।୦୪ : ଗଛରେ ପିଟିହେଲା କାର୍ । ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ନାମ ସନ୍ତୋସ ସାସମଲ ବୋଲି ଜଣାପଡିଛି । ଢେଙ୍କନାଳ ଜିଲ୍ଲା ତଣ୍ଡିମୁଣ୍ଡା ଗାଁରେ ନିକଟରେ ଘଟିଛି ଏହି ଦୁର୍ଘଟଣା । ଖବର ଅନୁଯାୟୀ, କାମାକ୍ଷାନଗର ମହୁଲପାଳ ଗାଁରେ ସନ୍ତୋଷ କାର୍ ଡ୍ରାଇଭିଂ କରି କୌଣସି କାମରେ ଯାଉଥିଲେ । ହେଲେ ତଣ୍ଡିମୁଣ୍ଡା ଗାଁ ନିକଟରେ କାର୍ଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ କାମାକ୍ଷାନଗର ଥାନା ମହୁଲପାଳ ଗାଁର ସନ୍ତୋଷ ସାସମଲ ବୋଲି ଜଣାପଡିଛି
ଗଛରେ ପିଟିହେଲା କାର୍

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ