Headlines Odisha Tv

An Odia News Portal

ଆଜି ପୁଣି କୋର୍ଟରେ ହାଜର ହେବେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଓ ସ୍ୱାମୀ ଜଗବନ୍ଧୁ

ଖଣ୍ଡଗିରି: ଆଜି କୋର୍ଟରେ ହାଜର ହେବେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । ଗତକାଲି ଶେଷ ହୋଇଛି ଅର୍ଚ୍ଚନାଙ୍କ ୭ ଦିନିଆ ରିମାଣ୍ଡ ଅବଧି । ଆଜି କୋର୍ଟରେ ହାଜର କରି ପୁଣିଥରେ ରିମାଣ୍ଡରେ ନେବା ପାଇଁ ଆବେଦନ କରିପାରେ ଇଡି । ସେହିିପରି ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଆଜିଠାରୁ ରିମାଣ୍ଡରେ ନେବ ଇଡି । ସେପଟେ ଖଣ୍ଡଗିରି ଥାନାରେ ଦାୟର ମାମଲା ଅନୁଯାୟୀ ଗିରଫଦାରୀ ଆଶଙ୍କା କରି ଜାମିନ ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଜଗବନ୍ଧୁ ଚାନ୍ଦ । ପୂର୍ବରୁ ଏହି କେସରେ ଜିଲ୍ଲା ଦୌରାଜଜ୍ ଜଗବନ୍ଧୁଙ୍କ ଜାମିନ ଖାରଜ କରିଥିଲେ । ଉଭୟ ଅର୍ଚ୍ଚନା ଏବଂ ଜଗବନ୍ଧୁଙ୍କୁ ରିମାଣ୍ଡରେ ଆଣି ମୁହାଁମୁହିଁ ଜେରା କରିପାରେ ଇଡି ।

You may have missed

1 min read
1 min read