ଭୁବନେଶ୍ବର : ଆଜିଠୁ ସପ୍ତାହେ ପର୍ଯ୍ୟନ୍ତ ଖୋଲା ଆକାଶରେ ଖୋଲା ଆଖିରେ ଦେଖାଯିବ ଉଲକା ଖଣ୍ଡ । ସୌର ଜଗତରେ ଅନେକ ପଥର ଖଣ୍ଡ ରହିଛି । ସେଗୁଡିକ ବେଳେବେଳେ ବାୟୁମଣ୍ଡଳ ଆଡକୁ ଗତି କଲା ବେଳେ ଜଳିଯାଏ । ଏହାକୁ ଉଲକା କୁହାଯାଏ । ଏହା ରାତିରେ ଖୋଲା ଆକାଶରେ ଦେଖିଯାଇଥାଏ । ବର୍ଷର କିଛି ନିଦ୍ଧିିଷ୍ଟ ତାରିଖରେ ଉଲକାର ସଂଖ୍ୟା ବଢିଯାଇଥାଏ । ଆଜି ଓ ଆସନ୍ତାକାଲି ୨୦ରୁ ୩୦ଟି ଉଲକା ଖଣ୍ଡ ଦେଖିବାକୁ ମିଳିବ ।
ଆଜିଠୁ ସପ୍ତାହେ ପର୍ଯ୍ୟନ୍ତ ଖୋଲା ଆକାଶରେ ଖୋଲା ଆଖିରେ ଦେଖାଯିବ ଉଲକା ଖଣ୍ଡ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ