ଭୁବନେଶ୍ୱର ୦୬/୦୮: ରାଜଧାନୀ ଭୁବନେଶ୍ୱରରେ ଲାଗିରହିଛି ବର୍ଷା । ଆଗକୁ ଆହୁରି ବର୍ଷା ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ଭୁବନେଶ୍ୱର ସମିତ କଟକ, ପୁରୀ, ନୟାଗଡ଼ ବାଲେଶ୍ଵର ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଢେଙ୍କାନାଳ, କେନ୍ଦୁଝର, ଯାଜପୁର, ଗଞ୍ଜାମ ଗଜପତି,କନ୍ଧମାଳ, ରାୟଗଡ଼ା,ବୌଦ୍ଧ ଓ ଅନୁଗୁଳରେ ପ୍ରବଳ ବର୍ଷା ସମ୍ଭାବନା ଦେଖାଦେଇଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ orange warning ଜାରି କରାଯାଇଛି । ତେବେ ଏହି ଲଗାଣ ବର୍ଷାରେ ବେହାଲ ହୋଇ ପଡିଛି ଜନଜୀବନ । ବିଶେଷ କରି ବିଭିନ୍ନ ତଳିଆ ଅଞ୍ଚଳରେ ଜମିଛି ପାଣି । ଭୁବନେଶ୍ୱରର ଅଧିକାଂଶ ତଳିଆ ଅଞ୍ଚଳ, ସହ ଇସ୍କନ, ଆଚାର୍ଯ୍ୟବିହାର ଅଞ୍ଚଳରେ ପସିଛି ପାଣି।
ଅସରାଏ ବର୍ଷାରେ ବୁଡିଲା ସ୍ମାର୍ଟସିଟି, ତଳିଆ ଅଞ୍ଚଳରେ ପଶିଲା ପାଣି

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ